Browsing Tag

journalist died

ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ମୃତ

କଳାହାଣ୍ଡି(କେନ୍ଯୁଜ୍): ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ମୃତ । ଖବର ସଂଗ୍ରହରେ ଯାଇଥିବାବେଳେ ବିସ୍ଫୋରଣରେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା କର୍ଲାଖୁଣ୍ଟା ବ୍ରିଜ ନିକଟରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ…

ଆଳି : ସାମ୍ବାଦିକ ବ୍ରଜ କିଶୋରଙ୍କ ଅକାଳ ବିୟୋଗ

ଆଳି (କେନ୍ୟୁଜ୍‌) : କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ଅପରାହ୍ନରେ କଟକର ଏକ ଘରେଇ ହସ୍ପିଟାଲରେ ହୃଦଘାତରେ ସେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୧୦ ବର୍ଷ ଧରି…

କରୋନାରେ ଆଖି ବୁଜିଲେ ଆଉ ଜଣେ ଯୋଦ୍ଧା, ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍): ପରଲୋକରେ  ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ର । କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି  ସତ୍ୟଜିତ । ଇଂରାଜୀ ଦୈନିକ ଖବର କାଗଜ ଦ କମନ ଟାଇମ୍ସର ସମ୍ପାଦକ ଭାର ତୁଲାଇଥିଲେ ସତ୍ୟଜିତ ମହାପାତ୍ର । କୋଭିଡ଼ ଆକ୍ରାନ୍ତ ହୋଇ ଏକ ଘରୋଇ…

ଦିଲ୍ଲୀ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନାରେ ପରଲୋକ

କେନ୍ୟୁଜ୍(ବ୍ୟୁରୋ):ପୁଣି କରୋନାରେ ଚାଲିଗଲା ସାମ୍ବାଦିକଙ୍କର ଜୀବନ। ଦିଲ୍ଲୀ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନାରେ ପରଲୋକ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ତାଙ୍କର ଅକ୍ସିଜେନ୍ ଲେଭଲ କମିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।  କରୋନାର ଦ୍ବିତୀୟ ଲହର…

କରୋନା ନେଲା ଜର୍ଣ୍ଣାଲିଷ୍ଟ କପଲଙ୍କ ଜୀବନ: ପତ୍ନୀଙ୍କ ମୃତ୍ୟୁର ଗୋଟିଏ ଦିନ ନ ପୂରୁଣୁ ସ୍ୱାମୀଙ୍କ ପରଲୋକ

କରୋନାରେ ଗୋଟିଏ ପରେ ଗୋଟିଏ ସାମ୍ବାଦିକଙ୍କ ଜୀବନ ଯାଉଛି । ଆଜି ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁହାଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ଥିଲେ ‘ଆସାମ ଟ୍ରିବ୍ୟୁନ୍‌’ର ଦିଲ୍ଲୀ ବ୍ୟୁରୋ ଚିଫ୍‌ କଲ୍ୟାଣ ବରୁହା । ଶୁକ୍ରବାର ତାଙ୍କ ପତ୍ନୀ ନିଲାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ଏକ…

ଆଗ ଧାଡ଼ିର ଯୋଦ୍ଧା ଭାବରେ ଅହରହ କାମ କରୁଥିବା ସାମ୍ବାଦିକ ଏବେ ସଂକଟରେ, ଗଞ୍ଜାମରୁ ୪ ଦିନରେ ଗଲାଣି ୩ ସାମ୍ବାଦିକ ଜୀବନ

କେନ୍ୟୁଜ୍(ବ୍ୟୁରୋ):  କରୋନା କରୁଛି କଲବଲ। ସଂକଟର ପଡିଛି ଜୀବନ। ୨୦୨୦ ଅପେକ୍ଷା ୨୦୧୧ ଅଧିକ ଭୟ ସଞ୍ଚାର କରିଛି ମନରେ । ମହାରାଷ୍ଟ୍ର,ଛତିଶଗଡ଼, ଦିଲ୍ଲୀ ଓ ପଶ୍ଚିବଙ୍ଗରେ ସ୍ଥିତି ସାଂଘାତିକ ହେବାକୁ ଲାଗିଛି। ଏମାନଙ୍କ ମଧ୍ୟରୁ ଓଡିଶା ମଧ୍ୟ ପଛା ନାହିଁ । ଦୈନିକ ସଂକ୍ରମଣ ୬ ହାଜର ପାର…