Below header
Browsing Tag

journalist insurance

ବୃଦ୍ଧି ପାଇଲା ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନର ସମୟ ସୀମା

କେନ୍ୟୁଜ୍(ବ୍ୟୁରୋ):  ବୃଦ୍ଧି ପାଇଲା  ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମୟ ସୀମା। ସୂଚନା ମିଳିଛି ଯେ ଶେଷ ତାରିଖ  ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି ପାଇଛି। ପୂର୍ବରୁ ଏହା  ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଯାଇଛି।…

ବଢ଼ିଲା କାର୍ଯ୍ୟରତ ସାମ୍ବାଦିକଙ୍କ ବୀମା ଯୋଜନାର ଆବେଦନ ଅବଧି, ସୂଚନା ଦେଲେ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢ଼ିଲା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ସମୟ ସୀମା । ଜୁନ ୧୧ ନୁହେଁ ବରଂ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ କରିବାର ସମୟ ସୀମା। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ…