Browsing Tag

judge

ତିନି ଜଣ ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟରେ ଯୋଗ ଦେଲେନି ହାଇକୋର୍ଟର ଆଇନଜୀବୀ

କଟକ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟ ଆଇନଜୀବୀମାନେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟରେ ଆଜି ଯୋଗ ଦେଇନାହାନ୍ତି । ୨୬ ତାରିଖ ଯାଏ ସେମାନେ ଏହି ତିନି ଜଣ ବରିଷ୍ଠ ବିଚାରପତିଙ୍କ ଅଦାଲତକୁ ବର୍ଜନ କରିବେ । ଏନେଇ ହାଇକୋର୍ଟ ବାର୍‌ ଆସୋସିଏନ ବୈଠକରେ ନିଷ୍ପତ୍ତି ହୋଇଛି ।…

“ଇସ୍ ଦେଶ୍ କୋ ବେଟି ଦେନେ ସେ ଭଗବାନ୍ ଭି ଘବରାୟେଗା” : ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଭାବପୂର୍ଣ୍ଣ କବିତା ପଢିଲେ…

Gar ab bhi na sudhre toh ek din aisa aayega, iss desh ko beti dene se bhaghwaan bhi ghabhrayega : ଯଦି ଏବେ ବି ନସୁଧୁରିବା ତେବେ ଗୋଟେ ଦିନ ଏମିତି ଆସିବ, ଏହି ଦେଶକୁ ଝିଅ ଦେବା ପାଇଁ ଭଗବାନ୍ ବି ଡରିବ । ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଦଣ୍ଡ ଶୁଣାଇବା ସମୟରେ ଏହି…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ

ଭୁବନେଶ୍ବର : ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଜାଭେରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ଜାଭେରୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ…