ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର
ମୟୂରଭଞ୍ଜ : ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ବିଜୁ ଜନତା ଦଳର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ଡ. ସାମନ୍ତ । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ଖେରଣା ଠାରେ ଉଭୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଡ ସାମନ୍ତ ।
ସାରସକଣା ନିର୍ବାଚନ ମଣ୍ଡଳୀରେ ଡ. ସାମନ୍ତ ପହଞ୍ଚିବା ପରେ…
Read More...