Browsing Tag

jugaad video

କାର୍‌ ଉପରେ ଦୋକାନ! ବ୍ୟକ୍ତି କଲେ ଅଜବ ଯୋଗାଡ଼, ମାରୁତି ୮୦୦ ଛାତ କାଟି ମେଲାଇ ଦେଲେ ନିଜ ପାନର ପସରା

ଯୋଗାଡ଼, ଭାରତୀୟ ଲୋକମାନଙ୍କର ସବୁଠାରୁ ଫେମସ୍‌ ସ୍କିଲଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ଏମିତି ଏକ କଳା, ଯାହା ପ୍ରତି ଭାରତୀୟଙ୍କଠାରେ ଭରି ରହିଛି। ଏହାର କୌଣସି ସ୍ୱତନ୍ତ୍ର କୋର୍ସ କି ଟ୍ରେନିଂ ନ ଥାଏ। ବାସ୍‌, ଯେତେବେଳେ ମଣିଷ ଫସିଥାଏ ଏବଂ ତାକୁ କୌଣସି ସମସ୍ୟାର ସମାଧାନ ମିଳି ନ ଥାଏ,…

ଦେଖନ୍ତୁ Video: ବନ୍ୟାରେ କାର୍‌ ଯେପରି ଭାସି ନ ଯିବ, ବ୍ୟକ୍ତି କଲେ ଅଜବ ଯୋଗାଡ଼; ରଶିର ଝୁଲା ବନାଇ ଘରର ଛାତରୁ ଏମିତି…

ଦେଶର କେତେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଅନେକ ଅଞ୍ଚଳ ଜଳମଗ୍ନ ଯୋଗୁ ଜନଜୀବନ ଏକପ୍ରକାର ଦୁର୍ବିସହ ହୋଇପଡ଼ିଛି। ଲୋକଙ୍କୁ ନିଜ ଦୈନନ୍ଦିନ କାମରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର…

ରସୁଣରୁ ଚୋପା ଛଡେଇବାର ଜବରଦସ୍ତ ଟ୍ରିକ, ଲାଗୁଛି ମାତ୍ର ଅଧ ସେକେଣ୍ଡ, ଭାଇରଲ ହେଲା ଭିଡିଓ

ରସୁଣରୁ ଚୋପା ଛଡାଇବା ଏକପ୍ରକାର କଳା। ଖାଦ୍ୟ ରାନ୍ଧୁଥିବା ବ୍ୟକ୍ତିଙ୍କୁ ହିଁ ଜଣା ଏହା କେତେ ଝିନଝଟ କାମ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକି ଏହି କାମକୁ ଅଧ ସେକେଣ୍ଡରେ କରିଦେବାର ଟ୍ରିକ ବତାଉଛି। ଭିଡିଓଟିକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି।…

କୂଅରୁ ପାଣି କାଢ଼ିବା ପାଇଁ ଗାଁର ଏହି ବ୍ୟକ୍ତି କଲେ ଅଜବ ଯୋଗାଡ, ଲୋକେ କହିଲେ, ‘ନିଉଟନଙ୍କ ତୃତୀୟ…

ସୋସିଆଲ ମିଡିଆରେ ଯୋଗାଡର ଏମିତି ଅନେକ ଭିଡିଓ ଭାଇରଲ ହୋଇଥାଏ। ଏହି ଭିଡିଓଗୁଡ଼ିକୁ ଲୋକେ ବେଶ ପସନ୍ଦ ବି କରିଥାନ୍ତି। ଅନେକ ଥର ଏହି ଯୋଗାଡ ଯୋଗୁ ହିଁ ଅସହଜ କାମ ସହଜ ହୋଇଯାଇଥାଏ। ଏବେ ଠିକ ଏମିତି ହିଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଯୋଗାଡ…

କାମ ବି କସରତ ବି: ଜିମ ସାଇକେଲ ସାହାଯ୍ୟରେ ଗହମ ପେସୁଛନ୍ତି ଏହି ମହିଳା, Video Viral

ଭାରତୀୟ ଯୋଗାଡ଼ରେ ସବୁଠାରୁ ଆଗରେ ରହିଥାନ୍ତି। ଲକଡାଉନରେ ଯୋଗାଡ଼ର ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଏବଂ ଏହାକୁ ପସନ୍ଦ ମଧ୍ୟ କରାଯାଇଛି। ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ମହିଳା ନିଜ ଯୋଗାଡ଼ରେ ଆରାମରେ ଘରେ ବସି ଗହମ…