Browsing Tag

kaal sarp yog

୨୦୨୨କୁ ଘାରୁଛି ‘କାଳସର୍ପ ଯୋଗ’, ଏହି ୪ଟି ରାଶିର ଲୋକଙ୍କ ଜୀବନ ଉପରେ ପଡ଼ିବ ଭୀଷଣ କୁ-ପ୍ରଭାବ

ନୂଆବର୍ଷର ଆଗମନ ପାଇଁ ସମସ୍ତେ ବେଶ୍‌ ଖୁସି ଅଛନ୍ତି। କରୋନା ଯୋଗୁ ଲୋକମାନେ ଏକ ପ୍ରକାରର ପେଷି ହୋଇଯାଇଥିବାରୁ ୨୦୨୨କୁ ନେଇ ସମସ୍ତଙ୍କ ମନରେ ଅନେକ ଉତ୍ସାହ ଉଦ୍ଦିପନା ରହିଛି। କିନ୍ତୁ ବର୍ଷ ୨୦୨୨ର ଜନ୍ମ କୁଣ୍ଡଳୀରେ କାଳସର୍ପ ଯୋଗ ରହିଛି, ଯାହା କେତେକ ରାଶିର ଲୋକଙ୍କ ପାଇଁ ବିପଦପୂର୍ଣ୍ଣ…