Browsing Tag

kalia assistance

ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ଟଙ୍କା, ସିଧାସଳଖ ଯିବ ଆକାଉଣ୍ଟକୁ

ଭୁବନେଶ୍ୱର(କେନ୍ୟୁଜ) : ଆଜି ମିଳିବ କାଳିଆ ଟଙ୍କା। ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ଟଙ୍କା। ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ । କାଳିଆ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ୪୬ ଲକ୍ଷରୁ ଅଧିକ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ ପାଇବେ କାଳିଆ ସହାୟତା ରାଶି ୨ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ କାଳିଆ ସହାୟତା ରାଶି ୨ହଜାର ଟଙ୍କା ଲେଖାଏ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଜିଲ୍ଲାର ୧ଲକ୍ଷ ୬୫ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩ କୋଟି ଟଙ୍କା ପାଇବେ । ଏହି…