Below header

ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ଟଙ୍କା, ସିଧାସଳଖ ଯିବ ଆକାଉଣ୍ଟକୁ

ଆଜି ମିଳିବ କାଳିଆ ଟଙ୍କା। ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ଟଙ୍କା। ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ।

ଭୁବନେଶ୍ୱର(କେନ୍ୟୁଜ) : ଆଜି ମିଳିବ କାଳିଆ ଟଙ୍କା। ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ଟଙ୍କା। ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ । କାଳିଆ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ୪୬ ଲକ୍ଷରୁ ଅଧିକ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.