Browsing Tag

kandhamal kalinga ghati

କଳିଙ୍ଗା ଘାଟି ପାଲଟିଛି ମରଣ ଯନ୍ତା, ଭାଇରାଲ୍ ହେଉଛି ଲାଇଭ୍ ଆକ୍ସିଡେଣ୍ଟର ଭିଜୁଆଲ୍

ରାଇକିଆ(କେନ୍ୟୁଜ): ଆରେ ଆରେ ଇଏ କଣ । ଏମିତି ଗାଡି ଗୁଡାକ କାହିଁକି ଖସିଯାଉଛି । ବାପ୍ ରେ କି ବପଦ । ଯଦି ପଛ ପାଖରୁ କି ସାମ୍ନା ପଟରୁ କୋଉ ବଡ ଗାଡି ଆସୁଥିବ, ତେବେ କି ଅଘଟଣ ଘଟିବ ଟିକେ ଚିନ୍ତାକଲେ । ଆଉ ଭିଡିଓ କରୁଥିବା ଜଣେ ଯୁବକ ଏହି ରାସ୍ତାରେ ଆସୁଥିବା ସମସ୍ତଙ୍କୁ…

ବୁଲି ଆସନ୍ତୁ କଳିଙ୍ଗାଘାଟି, ବର୍ଷା ଦିନେ ଏଠାକାର ସୌନ୍ଦର୍ଯ୍ୟ ଉଟି ଓ ମୋନାଲି ଠାରୁ କିଛି କମ୍ ନୁହେଁ

ଫୁଲବାଣୀ(କେନ୍ୟୁଜ): ନୈସର୍ଗିକ ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ କନ୍ଧମାଳକୁ ବୁଝାଏ । ଶୀତ ଦିନ ତଥା ଭୋଜି ଋତୁ ଆସିଲେ ମନେ ପଡେ କନ୍ଧମାଳର ଦାରିଙ୍ଗିବାଡି, ଫୁଲବାଣୀର ଉର୍ମଦଦ, ପୁତୁଡି, ପକଡାଝର ଆଦି ପର୍ଯ୍ୟଟନ କେନ୍ଦ୍ର କଥା । ହେଲେ ବର୍ଷା ଦିନ ଆସିଲେ ମାନେ ସଭିଏଁ ମନେ ପକାନ୍ତି…

ଦୁଇ ପରିବାରର ସାହାରା ଛଡାଇ ନେଲା କଳିଙ୍ଗା ଘାଟି: କିଏ ମା’ କୋଳକୁ ଫେରିପାରିଲାନି ତ ଆଉ କିଏ ଦେଇପାରିଲାନି ବାପାଙ୍କୁ…

ଭଞ୍ଜନଗର (କେ ନ୍ୟୁଜ୍‌): ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା ହେବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦୁଇଟି ଅମୂଲ୍ୟ ଜୀବନ ଚାଲିଯିବା ପରେ ପରିବାରରେ ଛିଡିପଡ଼ିଛି ବିପତ୍ତିର ପାହାଡ଼ । ଘରକୁ ଫେରିବା ବେଳେ ଏଭଳି ଘଟିଲା ଅଘଟଣ । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ଧରି…