Kangana vs Congress: କଙ୍ଗନା ବନାମ କଂଗ୍ରେସ: ଲକ୍ଷ୍ନୌରେ ପ୍ରତିବାଦ ମଧ୍ୟରେ ପୁଲିସ ଇନ୍ସପେକ୍ଟରଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ମହିଳା ପଦାଧିକାରୀ ଓ କର୍ମୀମାନେ ଲକ୍ଷ୍ନୌରେ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ କୁଶପୁତ୍ତଳିକା ଦାହ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଉତ୍ତର ପ୍ରଦେଶ ପୁଲିସର ଜଣେ ଇନ୍ସପେକ୍ଟର ବିପଦକୁ ଖାତିର ନକରି କୁଶପୁତ୍ତଳିକାର ଏକ ଅଂଶ ଛଡ଼ାଇ…