Browsing Tag

kanpur test draw

ପ୍ରଥମ ଟେଷ୍ଟ, ନ୍ୟୁଜିଲାଣ୍ଡର ଶେଷ ଯୋଡ଼ି ଭାରତକୁ ଜିତାଇ ଦେଲେ ନାହିଁ

କାନପୁର : ରବିଚନ୍ଦ୍ର ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍‌ରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଦୁର୍ଗ ଧ୍ୱଂସ ହୋଇଗଲା । ହେଲେ ମାତ୍ର ଗୋଟିଏ ଓ୍ଵିକେଟ୍‌ ଦୂରରେ ରହି ମ୍ୟାଚ୍‌ ଜିତି ପାରିଲାନି ଭାରତୀୟ ଦଳ । ଆଜି ଶେଷ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟରେ ଘରୋଇ ଦଳ ନ୍ୟୁଜିଲାଣ୍ଡର ଶେଷ…