Browsing Tag

kantabanji

କଣ୍ଟାବାଞ୍ଜି ସହରର ଏକ ଲଜରୁ ୬୦ ଲକ୍ଷ ଜବତ: ଜୁଆ ଖେଳୁଥିବା ସନ୍ଦେହ, ୭ ଗିରଫ

କଣ୍ଟାବାଞ୍ଜି(କେନ୍ୟୁଜ): ଲଜ୍‌ରୁ ୬୦ ଲକ୍ଷ ଜବତ। କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସ ଚଢାଉ କରି ଟଙ୍କା ଜବତ କରିଛି। ଚଢାଉ ସମୟରେ ରାଜ୍ୟ ବାହାରର ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଜବତ ହୋଇଛି। କଣ୍ଟାବାଞ୍ଜି SDPO ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ୍‌ରେ…

ଜାତି ଭେଦଭାବ ନେଇ ପ୍ରେମିକାକୁ ହତ୍ୟା କଲା ପ୍ରେମିକ ! ପରିବାର ଲୋକଙ୍କ ଥାନା ଘେରାଉ

କଣ୍ଟାବାଞ୍ଜି (କେନ୍ୟୁଜ୍‌) : ଏକଥା ସମସ୍ତେ ଜାଣନ୍ତି ପ୍ରେମ କେବେ ମାନେ ନାହିଁ ଜାତି ଅଜାତି । ହେଲେ ସେଇ ଜାତି ଅଜାତିର କଥାକୁ ନେଇ ପ୍ରେମିକ ହତ୍ୟା କରିଛି ନିଜ ପ୍ରେମିକାକୁ । ଯାହା ସହ ଝିଅଟି ଜୀବନ ବିତାଇବ ବୋଲି ଶପଥ ନେଇଥିଲା ତାରି ହାତରେ ପ୍ରାଣ ଯାଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା…

ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ପୋଲିସ୍‌ ଦ୍ୱାରା ୩୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜ ଏବଂ ବଙ୍ଗୋମୁଣ୍ଡା ପୋଲିସ ଦ୍ୱାରା ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୩୬ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ୨୩ ଦାଦନ ଶ୍ରମିକ ଟିଟିଲାଗଡ ପାଖ ସିରୋଲ ଗାଁର ବୋଲି ଜଣାପଡିଛି । ସୂଚନା…

ବେଆଇନ ମଦ କାରବାରରେ ଦୁଇ ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି(କେନ୍ଯୁଜ୍): ବେଆଇନ ମଦ କାରବାର ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଉପାଧ୍ୟକ୍ଷା ସୁନ୍ଦରମିତି ବାଗଙ୍କ ସ୍ୱାମୀ ଜୟକୃଷ୍ଣ ବାଗ ଏବଂ ରାଧାକାନ୍ତ ସାହୁଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ । ସୂଚନା ମୁତାବକ ପୋଲିସ ପେଟ୍ରୋଲିଂ ସମୟରେ ଅଭିଯୁକ୍ତ…

କଣ୍ଟାବାଞ୍ଜି: ଘଣ୍ଟବାହାଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକାରେ ଦୁଇ ଜଣଙ୍କର ମୃତ୍ୟୁ

କଣ୍ଟାବାଞ୍ଜି(କେନ୍ୟୁଜ୍): ମୁରିବହାଲ୍‌ ଥାନା ଘଣ୍ଟବାହାଲ୍‌ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାରବନ୍ଧ ଗାଁର ଦୁର୍ଲଭ ଭୋଇ ଏବଂ ଦୋଳମଣି ଭୋଇ । ଉଭୟ ଏକ ବାଇକରେ ମୁରିବାହାଲରୁ ବଙ୍ଗୋମୁଣ୍ଡା ଯାଉଥିବା ସମୟରେ ଏକ…

ଲାଞ୍ଚ ମାଗିବା ପଡିଲା ମହଙ୍ଗା, ସସପେଣ୍ଡ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ VAW

ବଲାଙ୍ଗିର(କେନ୍ୟୁଜ୍): ଲାଞ୍ଚ ମାଗିବା ଅଭିଯୋଗରେ ସସପେଣ୍ଡ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ VAW। ତାଙ୍କ ନାଁ ଶୁଭେନ୍ଦୁ ବେହେରା। ଗତ ବନ୍ୟାରେ ହିତାଧିକାରୀଙ୍କୁ କ୍ଷୟକ୍ଷତି ଟଙ୍କା କରାଇ ଦେବାକୁ କହି ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।…

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି(କେନ୍ଯୁଜ୍) : ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ବନ୍ଦ କରାଯାଇଛି। ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସମିତିର ସଦସ୍ୟମାନେ ଇନ୍ଦିରା ଛକରେ ଏକାଠି ହୋଇ ପକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । ସରକାରୀ, ବେସରକାରୀ…