Browsing Tag

kargil diwas

କାରଗିଲ ବିଜୟ ଦିବସରେ ଶହିଦ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ଶେରଶାହ”ର ଟ୍ରେଲର ରିଲିଜ,…

ଶେରଶାହ ଫିଲ୍ମର ଟ୍ରେଲର ହୋଇଛି ରିଲିଜ। ଏହି ଫିଲ୍ମଟି ପରମବୀର ଚକ୍ର ବିଜେତା ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ। ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ…

ଆଜି କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ । କାରଗିଲ ବିଜୟ ଦିବସକୁ ବିତିଛି ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ କାର୍ଗିଲରେ ବିଜୟର ପତକା ଉଡ଼ାଇଥିଲେ ଭାତରୀୟ ସେନା। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଲଢେଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ୨ ମାସ ୩ ସପ୍ତାହ ୨ ଦିନ ଧରି ଚାଲିଥିଲା…