Browsing Tag

kartika brata

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ

କଟକ: ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର। ବିଶ୍ୱାସ ରହିଛି କାର୍ତ୍ତିକ ମାସ ସୋମବାରରେ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ। କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା…

ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି…

ସରିଲା ମାସକର ପବିତ୍ର କାର୍ତ୍ତିକ ବ୍ରତ, ପୁରୀରୁ ଘରବାହୁଡ଼ା ହୋଉଛନ୍ତି ହବିଷ୍ୟାଳି

ପୁରୀ(କେନ୍ୟୁଜ୍): ସରିଲା ମାସକର ପବିତ୍ର କାର୍ତ୍ତିକ ବ୍ରତ। ପବିତ୍ର ଓ ନିଷ୍ଠାର ସହ ଏକମାସ ଧରି କାର୍ତ୍ତିକ ବ୍ରତ ସାରିବା ପରେ ପୁରୀରୁ ଘରବାହୁଡ଼ା ହୋଇଛନ୍ତି ହବିଷ୍ୟାଳି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ କାର୍ତ୍ତିକ ବ୍ରତ କରିବାକୁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୨୫ହଜାର ବ୍ରତଧାରୀ…

ଆଜି ଠାରୁ ପଞ୍ଚକ ବ୍ରତ, ଶ୍ରୀମନ୍ଦିରରେ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ:ଆଜି ଠାରୁ ପଞ୍ଚକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ସବୁଠୁ ପବିତ୍ର । ଏଥିପାଇଁ ୫ ଦିନ ବ୍ରତଧାରୀ ଏବଂ ଅନ୍ୟମାନେ ନିଷ୍ଠାର ସହ ପଞ୍ଚୁକ ବ୍ରତ ପାଳନ କରିବେ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏକାଦଶୀ ତିଥିରେ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା

ପୁରୀ(କେନ୍ୟୁଜ୍): ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାକାର୍ତ୍ତିକ ବ୍ରତ । ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତବର୍ଷ ୩ହଜାରରୁ ଅଧିକ ହବିଷ୍ୟାଳୀଙ୍କ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ…