Below header
Browsing Tag

kejariwal government

ଦିଲ୍ଲୀରେ ମଦ ଉପରେ ଲାଗିଥିବା ୭୦% କରୋନା ଟ୍ୟାକ୍ସକୁ ନେଇ କେଜ୍ରିୱାଲଙ୍କୁ ଜବାବ ମାଗିଲେ ହାଇକୋର୍ଟ

ନିକଟରେ ଆପଣ ଖବର ଶୁଣିଥିବେ ଯେ ଦିଲ୍ଲୀ କେଜ୍ରିୱାଲ ସରକାର ମଦ ଉପରେ ୭୦% କରୋନା ଟ୍ୟାକ୍ସ ଲଗାଇଥିଲେ। ଏହାପରେ ଚାରିଆଡେ ମଦ କ୍ରୟକୁ ନେଇ ନାନା ଆଲୋଚନା ହୋଇଥିଲା। ତେବେ ଏହାରି ଭିତରେ ଦିଲ୍ଲୀ ହାଇକୋର୍ଟ ମଦ ଉପରେ ୭୦ପ୍ରତିଶତ ଭାଟ ଲଗାଇବାକୁ ନେଇ କେଜ୍ରିୱାଲ ସରକାରଙ୍କୁ ଜବାବ ମାଗିଛି।…