Browsing Tag

keunjhar news

୧୮ଘଣ୍ଟାର ଅପରେସନ୍‌ ପରେ ହାତୀ ହତ୍ୟାକାରୀ ଶଙ୍କର ମହାନ୍ତ ଗିରଫ, ଚମ୍ପୁଆ ବନାଞ୍ଚଳରୁ କାବୁ କଲା ପାଲଲହଡା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଓ ଦେବଗଡ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାକିଂ ପରେ ହାତୀ ହତ୍ୟାକାରୀ ଗିରଫ। ୧୮ଘଣ୍ଟାର ଅପରେସନ୍ ପରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତକୁ ଚମ୍ପୁଆ ବନାଞ୍ଚଳରୁ ଗିରଫ କଲା ପାଲଲହଡା ବନାଞ୍ଚଳ ଅଧିକାରୀ। ଗତ ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ…

ରାସ୍ତା ଦେଖାଉଛି ଡିଏମ୍‌ଏଫ୍ ତାଲିମ୍‌ : ଟ୍ରେନିଂ ପରେ କେନ୍ଦୁଝର ଜିଲ୍ଲାର ପିଲା ପାଇଲେ ସିପେଟ୍-ସିଟିଟିସିରେ…

କେନ୍ଦୁଝର(କେନ୍ଯୁଜ୍) : ସମୟ ମହାମାରୀର । ବିଶ୍ୱର ସବୁ ଭାଗରେ ଅହରହ ଚାଲିଛି ଜୀବନ ସଂଗ୍ରାମ । କେଉଁଠି କରୋନା ଯୋଦ୍ଧାଟିଏ ଡାକ୍ତର ବେଶରେ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଉଛି ତ ପୁଣି କେଉଁଠି ବିଜ୍ଞାନୀ ରୂପରେ ଭ୍ୟାକସିନ୍ ପାଇଁ କରୁଛି ନିରନ୍ତର ଗବେଷଣା । କେନ୍ଦୁଝରଗଡ଼ରୁ ୨୫୦ କିଲୋମିଟର…

ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ: ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ପାଠ୍ଯପୁସ୍ତକ ଏବଂ…

କେନ୍ଦୁଝର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ଯାଳୟରେ ପଢୁଥିବା ସମସ୍ତ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ପାଠ୍ଯପୁସ୍ତକ ଏବଂ ୟୁନିଫର୍ମ ଯୋଗାଇବାରେ କେନ୍ଦୁଝର ରାଜ୍ଯର ପ୍ରଥମ ଜିଲ୍ଲା ଭାବେ ପରିଚୟ ଲାଭ କରିଛି । ମହାମାରୀ ପରବର୍ତ୍ତୀ ସମୟରେ ବିଦ୍ଯାଳୟ ଖୋଲିବା ପରେ…

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ : ୪ବର୍ଷର ଶିଶୁ ମୃତ, ଯୁବତୀ ଗୁରୁତର

ଆନନ୍ଦପୁର : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ । ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର । ସୂଚନା ଅନୁଯାୟୀ, ଏକ ୪ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…