Below header
Browsing Tag

kharasrota river

ଅକାତ କାତ ପାଣିରେ ବୁଡ଼ି ଯାଉଥିଲେ ସ୍ୱାମୀ ସ୍ତ୍ରୀ ଓ ୯ମାସର କୁନି ଝିଅ , ସମସ୍ତଙ୍କୁ ବଞ୍ଚାଇଲେ ଦୁଇ ବନ୍ଧୁ

କେନ୍ଦ୍ରାପଡା : ସମୟ ଅପରାହ୍ନ ୧୨ଟା କି ସାଢ଼େ ୧୨ଟା ହେବ । ନଦୀ କୂଳରୁ ହଠାତ୍‌ ଶୁଭିଥିଲା ଶଦ୍ଦ । ପାଣି ଭିତରକୁ ଚାହିଁଲା ବେଳକୁ ଭାସୁଥିଲା ଦୁଇଟି ମୁଣ୍ଡ । କିନ୍ତୁ ଅକାତ କାତ ପାଣିରେ ବୁଡ଼ି ଯାଉଥିଲେ ସ୍ୱାମୀ, ସ୍ତ୍ରୀ ଓ ୯ମାସର କୁନି ଝିଅ । କୁନି ଝିଅ ସିନା ଦେଖାଯାଉ ନଥିଲା କିନ୍ତୁ…

ଖରସ୍ରୋତା ନଦୀରେ ଖେଳ ହେଲା କାଳ : କ୍ରିଷ୍ଣା ଜେନା ନାମକ ଆଉ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ୬ ଜଣ ଯୁବକ ଗୋଟିଏ ବଂଶର

ଯାଜପୁର (କେନ୍ୟୁଜ): ନଦୀ ଭିତରେ ବାଇଗଣ ଖେଳ ହେଲା କାଳ। ଘଟଣାକୁ ୧୬ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେବି ୩ଜଣ ନିଖୋଜ । ଗତକାଲି ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ମଙ୍ଗଳା ଘାଟ ରେ ଘଟିଥିବା ଅଘଟଣ ରେ ଆଉ ଜଣେ ଯୁବକ ଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଓଡ୍ରାଫ ଟିମ ସକାଳୁ ଖୋଜାଖୋଜି ଆରମ୍ଭ…

ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା

ଯାଜପୁର (କେନ୍ୟୁଜ): ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ । ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା । ଆଜି ସକାଳୁ ଓଡ୍ରାଫ୍‌ ପକ୍ଷରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏବେବି ଆଉ ୩ ଜଣ ନିଖୋଜ ଅଛନ୍ତି । ଗତକାଲି ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ବଡ଼ସୁଆର ବନ୍ଧମୁଣ୍ଡା…

ପୁଣି ଆରମ୍ଭ ହେଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆଳି(କେନ୍ଯୁଜ୍): ପୁଣି ଆରମ୍ଭ ହେଲା ମେଗା ପାନୀୟଜଳ ପ୍ରକଳ୍ପ କାମ । କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ପୋଲିସ ପ୍ରଶାସନ ସହାୟତାରେ କମ୍ପାନୀ ଭଙ୍ଗା ମେସିନ୍‌ ଓ ସାମଗ୍ରୀ ଗୁଡିକୁ ସଜାଡିବା ସହ ପ୍ରକଳ୍ପ କାମ ଆରମ୍ଭ କରିଛି । ୧୫…

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା, ୨୨ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ

ରାଜନଗର(କେନ୍ଯୁଜ୍): ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା। ମୁତୟନ ହୋଇଛନ୍ତି ୨୨ ପ୍ଲାଟୁନ୍‌ ପୋଲିସ ଫୋର୍ସ। ପୋଲିସ ଛାଉଣୀ ମଧ୍ୟରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ରାଜକନିକା ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଯିବ ପାଣି। ୮୦୦କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ…

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଠାବ କରିବାକୁ ବନ ବିଭାଗର ଉଦ୍ୟମ ଜାରି

ଯାଜପୁର (କେନ୍ୟୁଜ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ଗତକାଲି ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା…