Below header
Browsing Tag

kids

କାହିଁକି ଆଖି ମଳନ୍ତି ଶିଶୁ, ବୈଜ୍ଞାନିକ ଦେଲେ ଆଶ୍ଚର୍ଯ୍ୟ ଉତ୍ତର

ଛୋଟ ପିଲା ମାନେ ଆଖି ମଳୁଥିବାର ଆପଣମାନେ ଅନେକ ଥର ଦେଖିଥିବେ । ଯେତେବେଳେ ଶିଶୁମାନେ ଆଖି ମଳିବା ଆରମ୍ଭ କରନ୍ତି ଆପଣ ବୁଝି ପାରନ୍ତି ଯେ ଶିଶୁର ଶୋଇବା ସମୟ ହୋଇଗଲାଣି । ଶିଶୁକୁ ଥକ୍କା ଲାଗିଲାଣି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପିଲାଙ୍କୁ ନିଦ ଆସିବା କ୍ଷଣି ସେମାନେ କାହିଁକି ଆଖିକୁ…

କୁନି କୁନି ପିଲାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ କଲେ ମହାନ କାମ, ଶିକ୍ଷକଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ମୟୂରଭଞ୍ଜ (କେନ୍ୟୁଜ): କୁନି କୁନି ପିଲାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ କିଛି କରିବା ପାଇଁ ପ୍ରବଳ ଆଗ୍ରହ ଥିଲା । କିନ୍ତୁ କାମ ବ୍ୟସ୍ତତା ଭିତରେ ପିଲାଙ୍କ ପାଇଁ କିଛି କରିପାରୁ ନଥିଲେ । ଏବେ ଶିକ୍ଷକଙ୍କୁ ଅବସର ମିଳିବା ପରେ ଛୋଟ ଛୋଟ ପିଲାଙ୍କ ପାଇଁ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ…

ପାଠ ପଢ଼ିବା ସହ ଖେଳକୁଦ ବି ହୋଇଥାଏ ପିଲାଙ୍କ ପାଇଁ ଜରୁରୀ, ସ୍ୱାସ୍ଥ୍ୟରେ ହୋଇଥାଏ ଉନ୍ନତି

ବର୍ତ୍ତମାନର ଡିଜିଟାଲ ଯୁଗରେ ଲାଇଫ ବହୁତ ଫାଷ୍ଟ ହୋଇଯାଇଛି , ଆମ ଲାଇଫଷ୍ଟାଇଲରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଘଣ୍ଟା ଘଣ୍ଟା ମୋବାଇଲ ଓ ଲାପଟପ ଭଳି ଡିଭାଇସର ସ୍କ୍ରିନ ଦେଖିବା କେବଳ ଆଖି ଉପରେ ଖରାପ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ…

ବୟସ ମାତ୍ର ୩୦ ହେଲେ ୪୭ ପିଲାର ବାପା, ଜନ୍ମ ହେବେ ଆହୁରି ୧୦: ଡେଟିଂ କରିବାକୁ ପସନ୍ଦ କରୁନାହାନ୍ତି ମହିଳା

୩୦ ବର୍ଷ ବୟସ୍କ ବ୍ୟକ୍ତି, ହେଲେ ତାଙ୍କ ଔରସରୁ ଜନ୍ମ ନେଲେଣି ୪୭ ପିଲା। ପୁଣି ସେ ୧୦ ପିଲାଙ୍କ ବାପା ହେବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ସେ ନିଜର ଦୁଃଖ ଓ ଯନ୍ତ୍ରଣା ମଧ୍ୟ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ତାଙ୍କର ଡେଟିଂ ଜୀବନକୁ ଖୁବ୍‌ ମାତ୍ରାରେ ପ୍ରଭାବିତ ହୋଇଛି ।…