Browsing Tag

kolkata high court

କଲିକତା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୦୧୦ ପରେ ଜାରି ସମସ୍ତ ଓବିସି ପ୍ରମାଣପତ୍ର ରଦ୍ଦ

ପଶ୍ଚିମବଙ୍ଗରେ କଲିକତା ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କଲିକତା ହାଇକୋର୍ଟ ୨୦୧୦ ପରେ ଦିଆଯାଇଥିବା ସମସ୍ତ OBC ପ୍ରମାଣପତ୍ରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ମୁତାବକ, ଯେଉଁ ଲୋକମାନଙ୍କୁ ଚାକିରି ମିଳିସାରିଛି କିମ୍ବା ଚାକିରି ପାଇବାକୁ ଯାଉଛନ୍ତି, ସେମାନଙ୍କ ଉପରେ…

କୋଲକତା ହାଇକୋର୍ଟଙ୍କ ରାୟ, ଅପରିଚିତ ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ ମହଙ୍ଗା ପଡ଼ିବ

ମହଙ୍ଗା ପଡ଼ିବ ଅପରିଚିତା ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ । ଅପରିଚିତ ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ ଏକ ଅପରାଧିକ ଓ ଯୌନ ଶୋଷଣ ରୂପେ ବିବେଚିତ ଟିପ୍ପଣୀ । ଏଭଳି ସମ୍ବୋଧନ କ୍ଷେତ୍ରରେ ଆଇପିସିର ଧାରା ୩୫୪ ଏ (ଆଇ)ରେ ଦଣ୍ଡବିଧାନ ହେବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । କଲିକତା…

ଏକ ଅଜବ କେସ : ଯମରାଜଙ୍କ ଠାରୁ ଦୋଷୀଙ୍କୁ ଫେରେଇ ଆଣିବାକୁ କଲେ ଆବେଦନ

କୋଲକାତା ହାଇକୋର୍ଟରେ ଏକ ଅଜବ କେସ ଆସିଛି । ଏହା କୌଣସି ହିନ୍ଦୀ ସିନେମାର କାହାଣୀ ଠାରୁ କମ ନୁହେଁ । କିଛି ବର୍ଷ ପୂର୍ବେ ଅଭିନେତା ପରେସ ରାୱଲଙ୍କ ଅଭିନୀତ 'ଓ ମାଈ ଗଡ଼' ସିନେମା ଲୋକ ଲୋଚନକୁ ଆସିଥିଲା । ଯେଉଁଥିରେ ସେ କାଞ୍ଜି ଭାଇ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ସେ ଭୂମି କମ୍ପ…