Browsing Tag

lady passenger rescued

ଚଳନ୍ତା ଟ୍ରେନ୍‌ ତଳୁ ମହିଳାଙ୍କ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ କନେଷ୍ଟବଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଛି ସମୟ ତଳର ଘଟଣା । ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଅଳ୍ପକେ ବଞ୍ଚିଗଲା ଗୋଟିଏ ଜୀବନ । ଚଳନ୍ତା ଟ୍ରେନ୍‌ ତଳେ ପଡ଼ି ଯାଇଥିବା ମହିଳା ଜଣକୁ ଅତି ତତ୍ପରତାର ସହ ଟାଣି ଆଣିଲେ ରେଳବାଇ ପୋଲିସ୍‌ କର୍ମଚାରୀ । ଘଟଣା ଘଟିଛି ଆଜି ସନ୍ଧ୍ୟା ଠିକ୍‌ ୫.୨୦ ମିନିଟ୍‌ରେ ।…