Browsing Tag

LAHORE COURT ORDER

ଭଗତ ସିଂହଙ୍କ ନାଁରେ ହେବ ଛକ, ପାକିସ୍ତାନରେ

ନୂଆଦିଲ୍ଲୀ : ପ୍ରତି ବର୍ଷ ସେପଟେମ୍ବର ୨୮ ତାରିଖ ଆସିଲେ ତାର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ଚର୍ଚ୍ଚା । ଚର୍ଚ୍ଚା ହୁଏ ସହିଦ ଭଗତ ସିଂହଙ୍କୁ ନେଇ । ତାହା ପୁଣି ପାକିସ୍ତାନରେ । ଭାରତୀୟ ସ୍ବାଧୀନତା ସଂଗ୍ରାମର ସବୁଠୁ ସାହସୀ ଯୋଦ୍ଧା ଭଗତ ସିଂହଙ୍କର ଜନ୍ମ ଦିନ ହେଉଛି ସେପଟେମ୍ବର ୨୮ରେ…