Below header
Browsing Tag

landfall

ଗୁଜରାଟରେ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ କଲା ଲ୍ୟାଣ୍ଡଫଲ । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା । ବାତ୍ୟାର ଆଖି ଅତିକ୍ରମ କଲାବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ…

ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ, ଆଜି ଲାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଗୁଜରାଟ ଉପକୂଳ ମୁହାଁ ବାତ୍ୟା ବିପର୍ଯ୍ୟୟ । ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏବେ ଘଣ୍ଟାପ୍ରତି ୫ କିଲୋମିଟ ବେଗରେ ଆଗକୁ ବଢୁଛି ବିପର୍ଯ୍ୟୟ । ଏବେ ଉତ୍ତର ପୂର୍ବ ଦିଗରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଆଡ଼େ ଅଗ୍ରସର ହେଉଛି । ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ…