ୱାୟନାଡ ଭୂସ୍ଖଳନ ସ୍ଥଳରେ ଚାଲିଛି ଉଦ୍ଧାର, ଏବେ ଚର୍ଚ୍ଚାରେ ମାୟା ଓ ମର୍ଫିଙ୍କ ଯୋଡ଼ି
ୱାୟନାଡ: ଏବେ ସମସ୍ତଙ୍କର ଆଲୋଚନାର କେନ୍ଦ୍ରବିନ୍ଦୁ ୱାୟନାଡ ଭୂସ୍ଖଳନ । ୱାୟନାଡର ଭୟାନକ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ଧ୍ୱଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏଯାଏ ୩୧୬ ମୃତଦେହ ଉଦ୍ଧାର ହେଲାଣି । ୧୫୦୦ରୁ ଅଧିକଙ୍କୁ ମାଟିତଳୁ ଉଦ୍ଧାର କରାଯାଇଛି । ତେବେ ଏହାରି ଭିତରେ…