Below header
Browsing Tag

lightening death

ବଜ୍ରାଘାତରେ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ମୃତ, ପୁଅବୋହୂ ଗୁରୁତର

ରାୟଗଡ଼ା(କେ ନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କେରାଣ୍ଡି ଗୁଡ଼ାଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବଜ୍ରଘାତର ଶିକାର ହୋଇ ଗୋଟିଏ ପରିବାରର ଦୁଇ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୨ ଗୁରତର ହୋଇଛନ୍ତି । ଏହି ପରିବାର ନିଜ ଜମିରେ ପଡୁଚାଷ କରୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିବା…

କେନ୍ଦୁଝର: ବଜ୍ରାଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର(କେ ନ୍ୟୁଜ): କାଳ ବୈଶାଖିର ତାଣ୍ଡବ ପରେ ବଜ୍ରାଘାତରେ ଗଲା ଆଉ ଏକ ଜୀବନ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ପଂଚୟତ ଅନ୍ତର୍ଗତ କାଶୀପୁର ଗାଁରେ ରାଇଦାସ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜର ବଳଦ ନେଇ ଆସୁଥିବା ବେଳେ ବଜ୍ରାଘାତ ଘଟିଥିଲା । ଖବର ପାଇ ପରିବାର ଲୋକେ…

ରାକ୍ଷୀରେ ପଡିଲା କାନ୍ଦ ବୋବାଳି, ବଜ୍ରାଘାତରେ ଲିଭିଗଲା ୩ ଜୀବନ

ଚାନ୍ଦବାଲି (କେନ୍ୟୁଜ୍‌) : ଆଜି ରାକ୍ଷୀ ପୂର୍ଣ୍ଣିମା, ସବୁଆଡେ ଖୁସିର ମାହୋଲ। କିନ୍ତୁ ଆଜିର ଏହି ଦିନ କାହାକୁ ଖୁସି ଦେଇଥିବାବେଳେ କାହାକୁ ଦେଇଛି ଦୁଃଖ। ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ଥାନା…

ରାକ୍ଷୀ ବାନ୍ଧିବା ପରେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ସୋର (କେନ୍ୟୁଜ୍‌) : ରାକ୍ଷୀ ଭିଜିଗଲା ଆଖି ଲୁହରେ । ଇଏ ସିନେମା କାହାଣୀ ନୁହେଁ । ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ । ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିଛି । ଜଣେ ପୁଅ ଓ ଜଣେ ଝିଅ । ତେବେ ଅତି ଦୁଃଖଦ ଘଟଣା ହେଉଛି ରାକ୍ଷୀ…