Browsing Tag

lightening

ଆକାଶରୁ ଟ୍ରକ ଡ୍ରାଇଭରଙ୍କ ଉପରେ ହଠାତ ପଡିଲା ଭୟଙ୍କର ବିଜୁଳି, ଭିଡିଓକୁ କ୍ୟାମେରାରେ କଏଦ କଲେ ପତ୍ନୀ

ଜଣେ ଟ୍ରକ ଡ୍ରାଇଭର ହାଇୱେରେ ଯାତ୍ରା କରୁଥିଲେ । ଏହି ସମୟରେ ରାସ୍ତା ଉପରେ ଏକ ବିଜୁଳି ପଡିଯାଇଥିଲା ।  ଏହି ଘଟଣା ଡ୍ରାଇଭରଙ୍କ ପଛ ଗାଡ଼ିରେ ଆସୁଥିବା ତାଙ୍କ ପତ୍ନୀଙ୍କ କ୍ୟାମେରାରେ କଏଦ ହୋଇଯାଇଛି ।  କିନ୍ତୁ ଘଟଣାରେ ଟ୍ରକ ଡ୍ରାଇଭର ଜଣଙ୍କ ରକ୍ଷା ପାଇଯାଇଛନ୍ତି ।  ଘଟଣାର ଭିଡିଓ…

ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ୩୦-୩୦ ଫର୍ମୁଲା, ବଞ୍ଚିଯିବ ଜୀବନ

ଏବେ ଚାରିଆଡେ ବର୍ଷା। ପ୍ରବଳ ବର୍ଷା ସହ ଘଡଘଡି ବି ହେଉଛି। ତେବେ ଏହି ସମୟରେ ସବୁଠାରୁ ବେଶି ଭୟ ଥାଏ ବଜ୍ରାଘାତର। ବର୍ଷା ହେଲେ ଆମେ ନିୟୁଜ ଏବଂ ଖବରକାଗଜରେ ପଢ଼ିଥାଉ ଯେ ବଜ୍ରାଘାତ ଦ୍ୱାରା ଏତିକି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କଣ ଆପଣ ଜାଣନ୍ତି ବଜ୍ରାଘାତ ଦ୍ୱାରା ହେଉଥିବା ମୃତ୍ୟୁକୁ…

ୟାକୁ ହିଁ କୁହନ୍ତି ପରଫେକ୍ଟ ଫଟୋଗ୍ରାଫି, ଆପଣ ଦେଖନ୍ତୁ ଫଟୋ, ପାଟିରୁ ବାହାରିପଡିବ ବାଃ !

ପ୍ରକୃତିର ଅନେକ ଚମତ୍କାର ଫଟୋ ଦେଖି ପାଟିରୁ ବାହାରି ପଡେ ବାଃ। ଯିଏ ଦେଖିବେ ସିଏ କହିବେ ଆରେ ଭାଇ ୟାକୁ ହିଁ କୁହନ୍ତି ଫଟୋଗ୍ରାଫି। ପ୍ରକୃତି ଆମକୁ ଅନେକ ଚମତ୍କାର ଦୃଶ୍ୟ ଦେଖାଇଥାଏ, ଯାହାକୁ ଦେଖି ଲୋକମାନେ ଏକଦମ ଚମକି ଉଠନ୍ତି। ଏବେ ଏକ ଫଟୋ ଭାଇରାଲ ହେଉଛି ଯାହା ଏବେ ଇଣ୍ଟରନେଟରେ ଖୁବ୍‌…

କେନ୍ଦୁଝର : ବଜ୍ରପାତରେ ମହିଳା ମୃତ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଛି । ଏରେଣ୍ଡେଇ ଗ୍ରାମର ଦୁଗା ସାହିର ଗହ୍ମା ମୁଣ୍ଡାଙ୍କ ପତ୍ନୀ ରନ୍ଧାଇ ମୁଣ୍ଡା ତାଙ୍କର ନୂଆ ପ୍ରଧାନମନ୍ତ୍ରୀ ଆବାସ ଗୃହ ପିଣ୍ଡାରେ…

ରାଜ୍ଯର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୪ ଜୀବନ

ରାୟଗଡ଼ା (କେନ୍ଯୁଜ୍) : ବଜ୍ରପାତ ନେଲା ୪ ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ବିଲରେ କାମ କରୁଥିବା ବେଳେ ଏହି ବଜ୍ରପାତ ଘଟିଛି । ରାୟଗଡ଼ା ଜିଲ୍ଲା କାତିଗୁଡ଼ା ଗାଁରେ ବଜ୍ରପାତରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ…

ରାଜ୍ଯର ୫ ଜିଲ୍ଲାକୁ ଝଡ଼ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି

ଭୁବନେଶ୍ବର (କେନ୍ୟୁଜ୍) : ୫ ଜିଲ୍ଲାକୁ ଝଡ଼ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି। ବାଲେଶ୍ୱର, ଭଦ୍ରକ,ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦିନ ୧୧.୩୦ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ…

ରାଉରକେଲା ଫୁଟବଲ ଖେଳପଡ଼ିଆରେ ବଜ୍ରାଘାତ : ୨ ମୃତ, ୫ ଗୁରୁତର

ରାଉରକେଲା : ଫୁଟବଲ ଖେଳପଡ଼ିଆରେ ବଜ୍ରାଘାତ । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାଉରକେଲା ହାତୀବାରୀ ଗାଁରେ ଘଟିଛି ଏହି ଅଘଟଣ । ୨୦ଜଣ ପିଲା ଫୁଟବଲ ଖେଳୁଥିବାବେଳେ ବଜ୍ରପାତ ହୋଇଥିଲା ।…