ୟାକୁ ହିଁ କୁହନ୍ତି ପରଫେକ୍ଟ ଫଟୋଗ୍ରାଫି, ଆପଣ ଦେଖନ୍ତୁ ଫଟୋ, ପାଟିରୁ ବାହାରିପଡିବ ବାଃ !

ପ୍ରକୃତିର ଅନେକ ଚମତ୍କାର ଫଟୋ ଦେଖି ପାଟିରୁ ବାହାରି ପଡେ ବାଃ। ଯିଏ ଦେଖିବେ ସିଏ କହିବେ ଆରେ ଭାଇ ୟାକୁ ହିଁ କୁହନ୍ତି ଫଟୋଗ୍ରାଫି। ପ୍ରକୃତି ଆମକୁ ଅନେକ ଚମତ୍କାର ଦୃଶ୍ୟ ଦେଖାଇଥାଏ, ଯାହାକୁ ଦେଖି ଲୋକମାନେ ଏକଦମ ଚମକି ଉଠନ୍ତି। ଏବେ ଏକ ଫଟୋ ଭାଇରାଲ ହେଉଛି ଯାହା ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଜଣେ ଫଟୋଗ୍ରାଫର ଏମିତି କମାଲ ଫଟୋ ଉଠାଇଛନ୍ତି ଯାହାକୁ ଦେଖିଲେ ଆପଣ ବି କିଛି ସମୟ ଭାବିବାକୁ ବାଧ୍ୟ ହେବେ।

ଆପଣ ଏହି ଫଟୋକୁ ଦେଖନ୍ତୁ। ଫଟୋରେ ଆପଣ ଦୁଇ ଦୁଇଟି ଗଛ ଥିବା ଦେଖିବାକୁ ପାଇବେ। ଆପଣ ଫଟୋକୁ ଦେଖିଲେ କିଛି ସମୟ ସକ୍‌ ହୋଇଯିବେ। ଗୋଟେ ପଟେ ଅସଲୀ ଗଛ ଥିବାବେଳେ ଅନ୍ୟ ପଟେ ପ୍ରକୃତିର ବିଜୁଳି। ତେବେ ଏହି ଫଟୋ ଦେଖି ପ୍ରଥମେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଆକାଶରେ ଏମିତି ବିଜୁଳି ପଡିଲା ଯେ ଯେମିତି ଲାଗିବ ସ୍ୱର୍ଗର ଗଛ। ତେବେ ଏହି ଫଟୋକୁ ଦେଖି ଅନେକ ଲୋକ ପ୍ରଶଂସା ନ କରି ରହିପାରିବେନି। ସତରେ ଫଟୋଗ୍ରାଫରଙ୍କ ଯାଦୁଗରୀ କଳା ପାଇଁ ହିଁ ଏମିତି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.