ଆକାଶରୁ ଟ୍ରକ ଡ୍ରାଇଭରଙ୍କ ଉପରେ ହଠାତ ପଡିଲା ଭୟଙ୍କର ବିଜୁଳି, ଭିଡିଓକୁ କ୍ୟାମେରାରେ କଏଦ କଲେ ପତ୍ନୀ
ଜଣେ ଟ୍ରକ ଡ୍ରାଇଭର ହାଇୱେରେ ଯାତ୍ରା କରୁଥିଲେ । ଏହି ସମୟରେ ରାସ୍ତା ଉପରେ ଏକ ବିଜୁଳି ପଡିଯାଇଥିଲା । ଏହି ଘଟଣା ଡ୍ରାଇଭରଙ୍କ ପଛ ଗାଡ଼ିରେ ଆସୁଥିବା ତାଙ୍କ ପତ୍ନୀଙ୍କ କ୍ୟାମେରାରେ କଏଦ ହୋଇଯାଇଛି । କିନ୍ତୁ ଘଟଣାରେ ଟ୍ରକ ଡ୍ରାଇଭର ଜଣଙ୍କ ରକ୍ଷା ପାଇଯାଇଛନ୍ତି । ଘଟଣାର ଭିଡିଓ…