Browsing Tag

lightning strike

ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼…

ବଜ୍ରପାତରେ ୧୭ ଗୋରୁ ମୃତ, ୩ ଜଗୁଆଳି ଆହତ

ମାଲକାନଗିରି (କେନ୍ୟୁଜ) : ବଜ୍ରପାତରେ ୧୭ ଟି ଗୋରୁ ମୃତ । ଅଳ୍ପକେ ବର୍ତ୍ତିଲେ ୩ ଗାଈ ଚରାଳି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସୁଦ୍ଧାଖୁଣ୍ଟା ଆଦିବାସୀ ଗାଁର ୩ ଭାଇ ଭଉଣୀ ଗତକାଲି ଗୋରୁ ନେଇ ଚରାଇବାକୁ ଯାଇଥିଲେ । ମାଛଘାଟି ନିକଟ ଶାଗଡ ପାହାଡରୁ ଗୋରୁ…

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର ଟାଉନ(କେନ୍ଯୁଜ୍): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର…

ବଜ୍ରପାତ ଜୋନରେ ଓଡ଼ିଶା, ଚାରି ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ବର(କେନ୍ୟୁଜ୍): ବଜ୍ରପାତ ଜୋନରେ ଓଡ଼ିଶା। ଚଳିତବର୍ଷ ରାଜ୍ୟରେ ରେକର୍ଡ କରିଛି ବଜ୍ରାଘାତ। ଚାରି ମାସରେ ୯ଲକ୍ଷ ଥର ହୋଇଛି। ଏହି ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏପ୍ରିଲ ୧ରୁ ଜୁଲାଇ ୩୧ ତାରିଖ ଭିତରେ ଓଡ଼ିଶାରେ ସର୍ବାଧିକ ଥର ବଜ୍ରପାତ ହୋଇଛି। ବାତ୍ୟା ଫନି ବେଳେ ମେ ୩ ଓ ୪…