ଦିଲ୍ଲୀ ମେଟ୍ରୋର ପୁଣି ଏକ ଭିଡିଓ ଭାଇରଲ, ଚଟାଣରେ ବସି ପରସ୍ପରକୁ ଲିପ୍କିସ୍ କଲେ ପ୍ରେମୀଯୁଗଳ
ପୁଣି ଭାଇରଲ ହେଲା ଦିଲ୍ଲୀ ମେଟ୍ରୋ ଭିଡିଓ । ଏଥର ମଧ୍ୟ ସବୁସୀମା ପାର କରିଦେଇଛନ୍ତି ପ୍ରେମୀଯୁଗଳ । ଦିଲ୍ଲୀ ମେଟ୍ରୋ ବର୍ତ୍ତମାନ ଆଉ ମେଟ୍ରୋ ଅବସ୍ଥାରେ ନାହିଁ । ଦିନକୁ ଦିନ ଏଥିରେ ଅଶ୍ଳୀଳତା ସବୁ ସୀମା ପାର ହେଉଥିବାର ଦେଖିବାକୁ ମିଳିଛି । ରେଳ ନିଗମ (ଡିଏମଆରସି) ର କଠୋରତା ସତ୍ତ୍ୱେ…