ଆଇଆଇଟି କାନପୁର ବୈଜ୍ଞାନିକଙ୍କ ବଡ଼ ସଫଳତା, ମନୁଷ୍ୟ ଦେହରେ ଏବେ ଲାଗିବ ଟାଇଟେନିୟମ୍ ରେ ତିଆରି ହୃଦ ଯନ୍ତ୍ର
କାନପୁର : ହୃଦ ରୋଗ ଚିକିତ୍ସା କ୍ଷେତ୍ରରେ ଏବେ ମିଳିଛି ବଡ଼ ସଫଳତା । କାନପୁର ଆଇଆଇଟି ବିଶେଷଜ୍ଞମାନେ ପ୍ରସ୍ତୁତି କରିଛନ୍ତି ଏମିତି କୁତ୍ର୍ତ୍ରିମ ହାର୍ଟ ଯାହା ୨୦୨୪ ସୁଦ୍ଧା ମନୁଷ୍ୟ ଦେହରେ ଲାଗିପାରିବ । ଆଇଆଇଟି ବିଶେଷଜ୍ଞ ବିଶ୍ୱର ସବୁଠୁ ଉନ୍ନତ କୁତ୍ର୍ତ୍ରିମ ହୃଦ ଯନ୍ତ୍ର ପ୍ରସ୍ତୁତି…