Below header
Browsing Tag

lock down 4.0

ଆରମ୍ଭ ହେଲା ଉବେର ଏବଂ ଓଲା ସର୍ଭିସ, ଗ୍ରାହକ ଏବଂ ଡ୍ରାଇଭରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅନଲାଇନରେ କ୍ୟାବ ଯୋଗାଉଥିବା ଓଲା ଏବଂ ଉବେର ଦେଶର ଅନେକ ସହରରେ ସେମାନଙ୍କର ସେବା ଦେବାକୁ ଘୋଷଣା କରିଛନ୍ତି। ସୋମବାର ଠାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ବ୍ୟବସାୟ ପାଇଁ ସରକାର ନିୟମରେ କୋହଳ କରିବା ପରେ ଏହି କମ୍ପାନୀଗୁଡିକ ଘୋଷଣା କରିଛନ୍ତି। ସରକାର ଅନେକ ରିହାତି ସହିତ ମେ ୩୧…

ମେ ୩୧ ଯାଏଁ ବଢିପାରେ ଲକଡାଉନ, କିଛି ସମୟ ପରେ କେନ୍ଦ୍ର ସରକାର ପକ୍ଷରୁ ହୋଇପାରେ ଘୋଷଣା

କେନ୍ୟୁଜ୍ (ବ୍ୟୁରୋ): ଲକଡଉନ ସମ୍ପର୍କିତ ବଡଖବର। ସାରା ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ଅବଧି। ଏସମ୍ପର୍କରେ କିଛି  ସମୟ ପରେ  କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇପାରେ ଗାଇଡଲାଇନ୍ । ଏହି ଲକଡାଉନ ବୃଦ୍ଧି ନେଇ ପ୍ରମୁଖ ଜାତୀୟ ଗଣ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।…

ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ନୂଆ ରୂପରେଖରେ ଆସୁଛି ୪.୦

ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ଆସନ୍ତା କାଲିଠୁ ଲକ୍‌ଡାଉନ୍‌ ୪.୦ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିବେ କେନ୍ଦ୍ର ସରକାର । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏଥର ନୂଆ ରୂପ, ନୂଆ ରଙ୍ଗରେ ଆସିବ ଚତୁର୍ଥ ପର୍ଯ୍ୟାୟ ଲାଲାବନ୍ଦ ।ଏଥର ଜୋନ୍‌ ଅନୁସାରେ ନିଷ୍ପତ୍ତି…

ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦: ହଟ୍‌ସ୍ପଟ୍‌କୁ ନେଇ ରାଜ୍ୟକୁ ମିଳିବ ଅଧିକ କ୍ଷମତା, ରେଡ୍‌ ଜୋନ୍‌ରେ କୋହଳ…

ନୂଆଦିଲ୍ଲୀ: ଆସନ୍ତାକାଲି ସରୁଛି ଲକଡାଉନ ୩.୦ । ନୂଆ ରୂପ ଓ ରଙ୍ଗରେ ଆସିବ ଲକ୍‌ଡାଉନ୍‌ ୪.୦ । ସୋମବାର ପୂର୍ବରୁ ଲକଡାଉନ ନିୟମ ସମ୍ପର୍କରେ ଅବଗତ କରାଯିବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଥିବା ପ୍ରସ୍ତାବ ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଛି। ଲକ୍‌ଡାଉନ୍‌ ୪.୦ ନେଇ ଆଜି…