Browsing Tag

lok sabha election 2024

ବିଜୟ ପରେ ପୱନ କଲ୍ୟାଣଙ୍କ ପତ୍ନୀ ତାଙ୍କୁ ଏପରି କଲେ ସ୍ୱାଗତ, ଅଭିନେତାଙ୍କ ମୁହଁରେ ଦେଖିବାକୁ ମିଳିଲା ଖୁସିର ଝଲକ୍‌

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ସାଉଥ୍‌ ସୁପରଷ୍ଟାର ପୱନ କଲ୍ୟାଣ ବିଜୟ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ପୱନ କଲ୍ୟାଣଙ୍କ ପାର୍ଟି ଜନସେନା ବିଜେପି ସହିତ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପିଥାପୁରମ୍ ଆସନରୁ ଭିଏସଆରସିପି ପ୍ରାର୍ଥୀ ଭଙ୍ଗା ଗୀତା…

ମଥୁରାରୁ ଲିଡ୍‌ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ, ୧ ଲକ୍ଷ ୮୦ ହଜାରରୁ ଅଧିକ ଭୋଟ୍‌ରେ ଆଗରେ

ଉତ୍ତର ପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ପ୍ରଥମରୁ ହିଁ ଆଗରେ ଚାଲିଛନ୍ତି । ପାଖାପାଖି ୩ ଲକ୍ଷ ଭୋଟ୍‌ ସହିତ ସେ ୧ ଲକ୍ଷ ୮୦ ହଜାରରୁ ବି ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି । ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ମତଦାନ…

ଲୋକସଭା ନିର୍ବାଚନ ୨୦୨୪ ରେଜଲ୍ଟ: କେଉଁ ଆସନରେ କିଏ ଆଗୁଆ

ଝାଡ଼ଖଣ୍ଡର ସମସ୍ତ ୧୪ଟି ଲୋକସଭା ଆସନର ଫଳାଫଳ ଆଜି ଜାରି କରାଯାଉଛି । ୧୪ ଆସନରେ ଚାରି, ପାଞ୍ଚ, ଛଅ ଏବଂ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଝାଡ଼ଖଣ୍ଡରେ ୨୦୧୯ ଭଳି ଏନ୍‌ଡିଏ ଏଥର ମଧ୍ୟ ୧୩+୧ ଫର୍ମୂଲାରେ ନିର୍ବାଚନ ଲଢ଼ୁଛି । କେରଳର ସମସ୍ତ ୨୦ ଲୋକସଭା ଆସନରେ ମଧ୍ୟ ମତଗଣନା ଜାରି…

ଲୋକସଭା ନିର୍ବାଚନ ୨୦୨୪: ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକରେ ମତଗଣନା ଜାରି

ଆଜି ଗଣତିର ଦିନ । ୫୪୩ ଲୋକସଭା ଆସନ ମଧ୍ୟରୁ ୫୪୨ ଆସନରେ ହେଉଛି ଭୋଟ୍‌ ଗଣତି । ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମତଗଣନା ଚାଲିଛି । ୭ଟି ଆସନରେ ବିଜେପି ଆଗୁଆ ରହିଛି । ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ଏଠାରେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି ।…

ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ପାଇଁ ବିବେକାନନ୍ଦ ରକ୍ ମେମୋରିଆଲ୍ କାହିଁକି ବାଛିଛନ୍ତି?

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ କନ୍ୟାକୁମାରୀର ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲରେ ତାଙ୍କର ୪୫ ଘଣ୍ଟା ଧ୍ୟାନ ଆରମ୍ଭ କରିଛନ୍ତି । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ…

ହାଇପ୍ରୋଫାଇଲ ଆସନକୁ ହେଭିଓ୍ବେଟ ପ୍ରାର୍ଥୀ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛୁଛନ୍ତି ଜନତା

ଭୁବନେଶ୍ୱର (କେନ୍ୟୁଜ): ତୃତୀୟ ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା । ବିଜେଡିରୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ମଇଦାନରେ ଅଛନ୍ତି ।…