Browsing Tag

lords Test

ଭାରତର ଐତିହାସିକ ବିଜୟ, ନିଜ ମାଟିରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ଇତିହାସ ରଚିଲା ଭାରତ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ ଦମଦାର ବିଜୟ ହାସ କରିଛି। ଇଂଲଣ୍ଡ ଟିମ୍‌କୁ ତା ନିଜ ମାଟିରେ ହିଁ ଧୂଳି ଚଟାଇଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହ ଭ୍ରମଣକାରୀ ଟିମ୍‌ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ…

ଲର୍ଡ୍ସ ଟେଷ୍ଟ ଦ୍ବିତୀୟ ଦିନର ଖେଳ ସମାପ୍ତ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ୧୧୯/୩

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ସମାପ୍ତ ହୋଇସାରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍ ବିନିମୟରେ ୧୧୯ ରନ କରିଛି। ଅଧିନାୟକ ଜୋ ରୁଟ୍(୪୮) ଓ ଜୋନି ବେୟାରଷ୍ଟା(୬) ଅପରାଜିତ ଅଛନ୍ତି। ଘରୋଇ ଦଳ ଏବେ ସୁଦ୍ଧା ୨୪୫ ରନ ପଛରେ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ, ଦୁଇ ଖେଳାଳି ମ୍ଯାଚରୁ ପଡିପାରନ୍ତି ବାଦ୍

ଆସନ୍ତାକାଲିଠୁ ଲର୍ଡସରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟ ଦୁଇଗୁଣ ବଢ଼ିଯାଇଛି । କିନ୍ତୁ ଏହା ପୂର୍ବରୁ ଫ୍ଯାନଙ୍କୁ ଲାଗିଛି ବଡ ଝଟକା। କେବଳ ଭାରତ କିମ୍ବା ଇଂଲଣ୍ଡ ନୁହେଁ ଦୁଇଟି…