ଭୁବନେଶ୍ବର ଲଭ ଜିହାଦ ମାମଲା, ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ
ଭୁବନେଶ୍ବର : ଭୁବନେଶ୍ବର ଲଭ ଜିହାଦ ମାମଲାରେ ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ । ଅଭିଯୁକ୍ତ ସମୀର ମନସୁରର ସମସ୍ତ ରେକର୍ଡ ହିଷ୍ଟ୍ରି ମାଗିଛି ପୋଲିସ । ବିହାର ଏବଂ କାଶ୍ମୀର ପୋଲିସକୁ ଯୋଗାଯୋଗରେ କରିଛି କମିସନରେଟ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…