Browsing Tag

love propose

ସାଥୀଙ୍କୁ ପ୍ରପୋଜ କରନ୍ତୁ ମନା ନାହିଁ, କିନ୍ତୁ ଏଭଳି ବିପଦପୂର୍ଣ୍ଣ ସ୍ଥାନ ରୁ ଦୁରେଇ ରୁହନ୍ତୁ

ପ୍ରପୋଜ କରିବାକୁ ନେଇଗଲେ ପାହାଡ଼ ଉପରକୁ…ସନ୍‌ ସେଟ୍‌ ର ସୁନ୍ଦର ଭିୟୁ ଆଗରେ ଗାଲଫ୍ରେଣ୍ଡକୁ ନିଜର ମନର କଥା କହିବା ପାଇଁ କରିଥିଲେ ଯୋଜନା। କିନ୍ତୁ ଠିକ ସମୟରେ ଝିଅର ପାଦ ଖସିଗଲା। ଆଉ ସେ ପାହାଡ଼ ଉପରୁ ତଳକୁ ଖସି ପଡ଼ିଲା। କିଏ ଜାଣିଥିଲା ଏମିତି କିଛି ଅଘଟଣ ଘଟିବ। ଖୁସି ର ସମୟ ବଦଳିଯବ…

ଗୋଲ୍ଡେନ ମୁହୂର୍ତ୍ତ! ସମୁଦ୍ର କୂଳରେ ପ୍ରେମିକାକୁ ଏମିତି ପ୍ରପୋଜ କଲା ମାଲିକ… ପୋଷା କୁକୁର ବି ଖାସ୍‌ ଅନ୍ଦାଜରେ…

ଏ ଦୁନିଆରେ ପ୍ରେମ ଠାରୁ ବଡ଼ ଆଉ କିଛି ବି ହୋଇ ପାରେ ନାହିଁ। ଏହି କାରଣରୁ ପ୍ରେମ ବିଷୟରେ ଅନେକ ଗଳ୍ପ, କବିତା ଲେଖା ହୋଇଛି, ଯାହାକୁ ଶୁଣିଲେ ଅଲଗା ପ୍ରକାରର ଅନୁଭବ ହୋଇଥାଏ। ପ୍ରେମରେ ବୁଡ଼ି ରହୁଥିବା ଲୋକ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଖୋଜି ଥାଏ,…

ପବନରେ ପ୍ରେମ ନିବେଦନ ! ଆକାଶରେ ସ୍କାଏଡାଇଭିଂ ବେଳେ ପ୍ରେମିକାଙ୍କୁ ଜଣାଇଲେ ନିଜ ମନର କଥା

ଲୋକେ ପ୍ରେମରେ କ’ଣ ଯେ ନ କରି ପାରନ୍ତି। ସବୁ ସୀମା ପାର୍‌ କରିବାକୁ ସାହସ ରଖିଥାଆନ୍ତି। ପ୍ରେମକୁ ପ୍ରକାଶ କରିବା ପାଇଁ ସେମାନେ ବିଭିନ୍ନ ତରକା ଆପଣାଇ ଥାଆନ୍ତି। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହା ଏକ ମ୍ୟାରେଜ୍‌ ପ୍ରପୋଜାଲର ଭିଡିଓ,…

ଘଟଗାଁ: ଚପଳ ବୟସରେ ବାଚାଳ ବୁଦ୍ଧି, ଛୁରୀ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଛୁରୀ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ବ୍ରାହ୍ମଳୀପାଳ ଅଞ୍ଚଳରେ । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର , ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଛୁରୀ ଦେଖାଇ ପ୍ରେମ ନିବେଦନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ…