Browsing Tag

love tips

ସଂପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲିର ଯୁବପିଢି ପ୍ରେମ ଅପେକ୍ଷା ଟାଇମପାସ୍‌ କରିବାକୁ ଅଧିକ ଭଲପାଉଛନ୍ତି। ସମ୍ପର୍କକୁ କେବଳ ବୁଲିବା, ଖାଇବା, ପିଇବା, ଗପ କରିବା ବୋଲି ଗ୍ରହଣ କରିନେଲେଣି। ସଂପର୍କର ଦୃଢତାକୁ କେହି ବୁଝିବାକୁ ନାରାଜ। ଯଦି ଆପଣ ନିଜ ସଂପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏମିତି କିଛି ଟିପ୍ସ…

ଏଭଳି ଗୁଣଯୁକ୍ତ ପୁରୁଷ ସବୁବେଳେ ଭଲ ପାଇବାରେ ସଫଳ ହୋଇଥାନ୍ତି, ଜାଣନ୍ତୁ ପ୍ରେମକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ସମାଜର ଉନ୍ନତି ତଥା ପରିବାରର ସୁଖ ପାଇଁ ଆଚାର୍ଯ୍ୟ ଚାଣକ୍ୟ ବିଭିନ୍ନ ହିତୋପଦେଶ ଦେଇଛନ୍ତି। ଚାଣକ୍ୟ ଧର୍ମନୀତି, କୂଟନୀତି ଓ ରାଜନୀତି ସହ ପ୍ରେମ ଉପରେ ମଧ୍ୟ ନିଜ ମତ ରଖିଛନ୍ତି। ବର୍ତ୍ତମାନ ସମୟରେ ପ୍ରେମ ଓ ଧୋକା ସାଧାରଣ ଶବ୍ଦ ଭାବେ ବ୍ୟବହାର କରାଯାଉଛି। ଲୋକମାନେ ନିଜ ସ୍ୱାର୍ଥ ପାଇଁ…

ପୁଣି ଥରେ ଫେରୁଛି ପ୍ରେମକୁ ପରିପ୍ରକାଶ କରିବାର ପୁରୁଣା ଫର୍ମୁଲା, ଆପଣ ବି ଥରେ ଟ୍ରାଏ କରନ୍ତୁ ନା’

ଆଜିର ଫେସ୍‌ବୁକ୍‌ ହ୍ଵାଟ୍ସଆପ୍‌ ଯୁଗରେ ଯଦି ଆପଣଙ୍କୁ କେହି କହେ ଚିଠି ଲେଖି ସାଥୀଙ୍କୁ ନିଜ ମନ କଥା କୁହ, ତେବେ ଅଜବ ଲାଗି ସ୍ୱାଭାବିକ। କାରଣ ଏବେ ଫୋନ୍‌ରେ ଟାଇପ୍‌ କରି ମାତ୍ର କିଛି ସେକେଣ୍ଡ ମଧ୍ୟରେ ମେସେଜ୍‌ ପଠାଯାଇପାରୁଥିବା ବେଳେ କିଏ କାଗଜ କଲମରେ ପରିଶ୍ରମ କରି ଚିଠି ଲେଖି ପୁଣି…

ଅନଲାଇନ୍‌ ଚାଟିଂରେ ଜୀବନସାଥୀ ବାଛୁଛନ୍ତି କି, ତା’ହେଲେ କେବେ ବି ‘ଇଂଲିଶ୍‌’ ବ୍ୟାକରଣ ଭୁଲ୍‌ କରନ୍ତୁନି

କିଛି ଲୋକ ଇଂଲିଶରେ ବହୁତ ଦୁର୍ବଳ ଥାଆନ୍ତି। ଏହି କାରଣରୁ ଅନେକ ସମୟରେ ସେମାନେ ଭୁଲ୍‌ ଇଂଲିଶ କହିଦିଅନ୍ତି। କିଛି ଲୋକ ସମାନ ଉଚ୍ଚାରଣ କରୁଥିବା ଦୁଇଟି ଇଂଲିଶ ଶବ୍ଦ ଭିତରେ ସାମଞ୍ଜସ୍ୟ ଜାଣିପାରନ୍ତି ନାହିଁ। ତେବେ ଏକ ଗବେଷଣାକୁ ଜଣାପଡ଼ିଛି ଯେ ଜୀବନସାଥୀ ବାଛିବାରେ ଇଂଲିଶ ବଡ଼ ପ୍ରତିବନ୍ଧକ…

ଆପଣଙ୍କ ସମ୍ପର୍କ ନୂଆ ଯଦି କରନ୍ତୁ ନାହିଁ ଏହି ୬ଟି କାମ, ଭୁଲରେ ବି ଆବେଗପ୍ରବଣ ମେସେଜ୍ ପଠାନ୍ତୁ ନି

ଯଦି ଆପଣ ନୂଆ ରିଲେଶନଶିପରେ ଅଛନ୍ତି, ତା’ହେଲେ କେତେକ କଥା ଉପରେ ଧ୍ୟାନ ଦେବା ବହୁତ ଜରୁରୀ। କାରଣ, ନୂଆ ସମ୍ପର୍କ ଯୋଡ଼ି ହେଲେ ପ୍ରଥମେ ସବୁ କିଛି ଠିକ୍ ଠାକ୍ ଚାଲିଥାଏ, କିନ୍ତୁ ସମୟ ଗଡ଼ି ଚାଲିଲେ ଅତିରୁ ଅତି ଛୋଟ କଥା ବି ଝଗଡ଼ାର କାରଣ ହୋଇଯାଏ। କେବେ କେବେ ଆପଣଙ୍କ ପାଟିରୁ ଅଜାଣତରେ…