ସାବଧାନ ! ଲୋ ବ୍ଲଡ୍ ପ୍ରେସର ହୋଇଥାଏ ବହୁତ ମାରାତ୍ମକ, ଜାଣନ୍ତୁ ଏହା କେତେ ବିପଦ
ସୁସ୍ଥ ହେବାକୁ ହେଲେ ବ୍ଲଡ୍ ପ୍ରେସର ସୁସ୍ଥ ରହିବା ଦରକାର । ହାର୍ଟ, ଶରୀରର ସବୁ ଅଂଶକୁ ରକ୍ତ ପଠାଇ ଥାଏ । ରକ୍ତ ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍ ଓ ଆଇରନ ସହ ଆବଶ୍ୟକୀୟ ତତ୍ତ୍ୱ ଯାଇଥାଏ । ବ୍ଲଡ ପ୍ରେସର ସାଧାରଣ ରହିବା ଦ୍ୱାରା ହାର୍ଟକୁ ଅଧିକ କାମ କରିବାକୁ ପଡି ନଥାଏ । ଯଦି ଲୋ…