Browsing Tag

low cost

ଶସ୍ତା ଲାପଟପ୍‌ ଖୋଜୁଛନ୍ତି କି ? ଦେଖନ୍ତୁ ମାତ୍ର ୨୦ହଜାରରୁ କମରେ ବଜାରରେ ମିଳୁଛି ଏହି ସିଷ୍ଟମ

ଆପଣ କମ ଦାମରେ ଲାପଟପ୍‌ କିଣିବାକୁ ଚାହୁଁଛନ୍ତି କି ? ତେବେ ଆମେ ଅପଣଙ୍କ ପାଇଁ ନେଇ ଆସିଛୁ ୨୦ ହଜାର ଟଙ୍କା ମଧ୍ୟରେ ମିଳିପାରୁଥିବା ଲାପଟପ୍‌ ବିଷୟରେ ସୂଚନା । Asus APU Quad Core E2 ଏହି ଲାପଟପ୍‌ର ମଡେଲ ନମ୍ବର ହେଉଛି X540YA-XO760T । ଓଜନ ୨ କେଜି ଓ ସ୍କ୍ରୀନର ସାଇଜ ୧୫.୬…