ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା : ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ : ମାର୍ଚ୍ଚ ମାସ ପ୍ରଥମ ଦିନରେ ଗ୍ରାହକଙ୍କୁ ମହଙ୍ଗା ମାଡ଼। ମହଙ୍ଗା ହେଲା ଏଲପିଜି ସିଲିଣ୍ଡର । ୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର। ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦର ପହଞ୍ଚିଛି ୧୧୦୩ ଟଙ୍କାରେ ।
କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢ଼ିଛି। ୩୫୦…