Browsing Tag

lsg vs rcb

RCB ହାରିବା ପରେ ଭାଙ୍ଗିପଡିଲେ ବିରାଟ କୋହଲି, ଡ୍ରେସିଂ ରୁମ୍‌ ଫଟୋ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ଆଇପିଏଲ ୨୦୨୪ରେ ଲଗାତାର ଦ୍ୱିତୀୟ ମ୍ୟାଚ ହାରିସାରିଛି । ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଠାରୁ ହାରିଛି ବେଙ୍ଗାଲୁରୁ । ଆଉ ଏହି ପରାଜୟ ଫ୍ୟାନ୍ସଙ୍କ ସହିତ ଟିମର ପୂର୍ବ ଅଧିନାୟକ ତଥା…

ବିରାଟ କୋହଲିଙ୍କୁ ଟାର୍ଗେଟ କଲେ ନବୀନ ଉଲ୍‌ ହକ୍‌, ଇନଷ୍ଟାରେ ପୋଷ୍ଟ କରିବା ପରେ ଗମ୍ଭୀର ଦେଲେ ପ୍ରତିକ୍ରିୟା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା ଜୋରଦାର ହଙ୍ଗାମା । ଏହି ମ୍ୟାଚରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ଥମିନଥିବା ବେଳେ ନବୀନ ଉଲ ହକ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେଦିନ ନବୀନ…

କୋହଲି-ଗମ୍ଭୀର ମୁହାଁମୁହିଁ ଘଟଣା, ଉଭୟଙ୍କର କଟିଲା ୧୦୦ ପ୍ରତିଶତ ମ୍ୟାଚ୍‌ ଫି

ପୁଣିଥରେ ପଡିଆରେ ମୁହାଁମୁହିଁ ହୋଇଛନ୍ତି ବିରାଟ କୋହଲି ଏବଂ ଗୌତମ ଗମ୍ଭୀର । ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଉଭୟ ଜୋରଦାର ଯୁକ୍ତିତର୍କ କରିଥିଲେ । ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସର…

ପ୍ରଥମ ବଲ୍‌ରେ ଆଉଟ ହେଲେ ବିରାଟ କୋହଲି, ଭାବୁକ ହେଲେ ଫ୍ୟାନ୍ସ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ଏବଂ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ୧୯ ଏପ୍ରିଲ ଆଇପିଏଲ୍‌ ମ୍ୟାଚରେ ଗୋଲଡେନ ଡକ୍‌ର ଶିକାର ହୋଇଥିଲେ। ଲକ୍ଷ୍ମୌ ବିପକ୍ଷରେ ଥିବା ମ୍ୟାଚରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ ବିରାଟ। ଯାହାକୁ ନେଇ ଫ୍ୟାନ୍ସ ଦୁଃଖ ପ୍ରକାଶ…

ପଏଣ୍ଟ ତାଲିକାରେ ଉପରକୁ ଉଠିବା ପାଇଁ ଆଜି ପରସ୍ପରକୁ ଟକ୍କର ଦେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ…

ଆଜିର ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ୩୧ତମ ମ୍ୟାଚ ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଲକ୍ଷ୍ମୌ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିସାରିଛି। ଯେଉଁଥିରୁ ଲକ୍ଷ୍ମୌ ୪ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ…