Browsing Tag

maa ramachandi

କାରୋନା କଟକଣା ମଧ୍ୟରେ ମା’ ରାମଚଣ୍ଡୀଙ୍କ ପୀଠରେ ପାଳନ ହେଲା ନିଆରା ହାଣ୍ଡିଭଙ୍ଗା ଯାତ୍ରା

ପବିତ୍ର ବୈଶାଖ ମାସ ଶେଷ ଗୁରୁବାରରେ କୋଣାର୍କର ପ୍ରସିଦ୍ଧ ଶକ୍ତି ପୀଠ ମା' ରାମଚଣ୍ଡୀଙ୍କ ନିଆରା ହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପରମ୍ପରା ରକ୍ଷା ପାଇଁ ଅଳ୍ପକିଛି ସଂଖ୍ଯାରେ ସଧବା ମହିଳା ମାନେ କୋଭିଦ କଟକଣା ମଧ୍ୟରେ ମାନସିକ ରଖି ନିଜ ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା…