ବାଘ ଦେଖି ଛାନିଆରେ ଗଛ ଉପରେ ଚଢିଗଲେ ଲୋକେ, ଧରିବାକୁ ବନ ବିଭାଗର ଉଦ୍ୟମ ଜାରି
ବାରିପଦା(କେନ୍ୟୁଜ୍): ଆରେ ଆରେ ଇଏ କଣ । ଗଛ ଉପରେ ଲୋକଙ୍କ ଭିଡ । ଗଛ ଉପରେ ଏମାନେ ଏମିତି କାହିଁକି ଚଢିଛନ୍ତି । ଗଛ ଉପରେ ଏମାନଙ୍କର କି କାମ । ଯଦି କୋଉ ଡାଳ ଭାଙ୍ଗିଯିବ ତାହାହେଲେ କଣ ହବ ଟିକେ ଭାବିଲେ । ଏପଟେ ତଳେ ବି ଜମିଛି ଗହଳି । କିଛି ଗୋଟେ ଆଲେୋଚନା ଚାଲିଛି । ହେଲେ ଏଠାରେ କାହିଁକି, କଣ ପାଇଁ ଗହଳି ଜମିଛି କିଛି ମୁଣ୍ଡରେ ପଶୁନି । ଲାଗୁଛି ଏମାନେ ବୋଧେ କାହାକୁ ଦେଖିବା ପାଇଁ ଏଭଳି ଭିଡ ଜମାଇଛନ୍ତି ।…
Read More...