Browsing Tag

mahanadi flood water

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…