Browsing Tag

mahanga barat issue

ମାହାଙ୍ଗା: ବାହା ହେବାକୁ ଆସି ହଟହଟା, ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମାହାଙ୍ଗା(କେନ୍ୟୁଜ୍) : ବାହା ହେବାକୁ ଆସି ହଟହଟା। ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ମାହାଙ୍ଗା ଦେବରିଓ ଗାଁରେ ଘଟିଛି ଏହି ଘଟଣା। ମହାକାଳପଡ଼ା ଷାଠିଏବାଟି ଅଞ୍ଚଳରୁ ବାହା ହେବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହେଲେ କନ୍ୟାଘରେ ପହଞ୍ଚିବା ପରେ ବରଯାତ୍ରୀ ଓ ବର କରିଥିଲେ…