Browsing Tag

maharashtra news

ଅଘଟଣ ପରେ ଅଘଟଣ: ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯିବାରୁ ୧୫ରୁ ଉର୍ଦ୍ଧ୍ବ ଶ୍ରମିକ ମୃତ

ମହାରାଷ୍ଟ୍ରର: ଗତକାଲି ଗ୍ଯାସ୍ ଲିକ୍ ଆଜି ଟ୍ରେନ୍ ଦୁର୍ଘଟଣା । ଅଘଟଣ ପରେ ଅଘଟଣ । କରୋନାକୁ ବଳିଯାଉଛି ଏହି ସବୁ ଆକସ୍ମିକ ଘଟଣା । ଆଜି ପୁଣି ଏକ ଛାତି ଥରା ଘଟଣା ଘଟିଥିବା ନେଇ ଖବର ଆସିଛି । ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯିବାରୁ, ୧୫ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ଏସିଆରେ ପ୍ରଥମ ଘଟଣା: ୩ ବର୍ଷ ପରେ ବଦଳିଲା ଟ୍ରାନ୍ସପ୍ଲାଣ୍ଟ ହାତର ରଙ୍ଗ, ଅପରେଶନ ସମୟରେ ଥିଲା ଭିନ୍ନ

ମହାରାଷ୍ଟ୍ରର ପୁଣେ ସହରରେ ରହୁଥିବା ୨୧ ବର୍ଷୀୟା ଶ୍ରେୟା ସିଦ୍ଦନାଗୋଦରଙ୍କ ହାତର ରଙ୍ଗ ଏବେ ତାଙ୍କ ଶରୀର ସହ ପୂରାପୂରି ମେଳ ଖାଇଯାଉଛି। ୩ ବର୍ଷ ପୂର୍ବରୁ ତାଙ୍କର ଇଣ୍ଟର-ଜେଣ୍ଡର ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ସେତେବେଳେ ହାତର ରଙ୍ଗ ଅଲଗା ଥିଲା। ଶ୍ରେୟା କହିଛନ୍ତି,…

ବିଦ୍ୟୁତ୍‌ ବିଲ୍‌ ଦେଇ ନ ପାରିବାରୁ ସ୍କୁଲର କନେକ୍ସନ କାଟିଦେଲା ବିଭାଗ, ୭ମ ଶ୍ରେଣୀ ଛାତ୍ର ତିଆରି କରିଦେଲେ ‘ପବନ…

ମହାରାଷ୍ଟ୍ରର ବିଡ୍‌ ଜିଲାରେ ଥିବା ଏକ ସରକାରୀ ସ୍କୁଲ ନିଜ ପାଇଁ ବିଜୁଳି ଆବଶ୍ୟକତା ନିଜେ ହିଁ ପୂରଣ କରୁଛି। ଘଟଣାଟି ହେଲା, କୁର୍ଲା ଗାଁରେ ଥିବା ଜିଲା ପରିଷଦ ସ୍କୁଲ ୨୫ ହଜାର ଟଙ୍କା ବିଜୁଳି ବିଲ୍‌ ପୈଠ କରିପାରି ନ ଥିଲା। ଫଳରେ ବିଦ୍ୟୁତ୍‌ ବିଭାଗ ସ୍କୁଲର କନେକ୍ସନ କାଟି ଦେଇଥିଲା।…