Browsing Tag

mahasivratri

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ, ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା । ପରେ କନିକା ରାଜା ଓ ପାଳିଆ ସେବକଙ୍କ ପହିଲି…

ଆଜି ପବିତ୍ର ଜାଗର, ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଭୁବନେଶ୍ବର: ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ ।  ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା କରିବେ ଭକ୍ତ ।  ଦେବ ଦେବ ମହାଦେବଙ୍କ…

ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ

ଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର ।  ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ ।  ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼…

ପାଖେଇ ଆସୁଛି ଶିବରାତ୍ରୀ, ଏହି ୩ଟି ରାଶି ହେବେ ମାଲାମାଲ୍

ପାଖେଇ ଆସୁଛି ଶିବରାତ୍ରୀ । ଭଗବାନ ଶିବଙ୍କ କୃପା ପାଇବା ପାଇଁ ମହାଶିବରାତ୍ରୀ ପାଳନ କରାଯାଏ । ଭକ୍ତମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର ରହିଥାଏ । ଅନେକ ଲୋକ ଏହି ବିଶେଷ ଦିନରେ ଫଳମୂଳ ଖାଇ ଉପବାସ ରହିଥାଆନ୍ତି ତ ଆଉ ପୁଣି କିଏ ସାରା ରାତି ଜାଗ୍ରତ ରହି ଶିବଲିଙ୍ଗର ଅଭିଷେକ…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି ।  ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪…

ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବାବାଙ୍କୁ ଏଠି ଲାଗି ହୁଏ ୬୦ ମାଣ…

ଢେଙ୍କାନାଳ:  ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କ ପବିତ୍ର ମହାଶିବରାତ୍ରି ଜାଗର ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ମହାଶିବରାତ୍ରି ପାଇଁ କପିଳାସ ପୀଠରେ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଜିଲ୍ଲା ପ୍ରଶାସନ…

ମହାଶିବରାତ୍ରିରେ ଘଟିଗଲା ବଡ଼ ଅଘଟଣ, ହଠାତ୍‌ ବ୍ୟାପିଗଲା କରେଣ୍ଟ ପୋଡ଼ିଗଲେ ୧୪ ପିଲା

ଆଜି ହେଉଛି ପବିତ୍ର ମହାଶିବ ରାତ୍ରି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଚଳ ଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବ ପୀଠ । କିନ୍ତୁ ଏହି ଶିବରାତ୍ରୀରେ ଯାହା ଘଟିଯାଇଛି ତାହା ଆପଣ ବିଶ୍ୱାସ କରିପାରିବେନି । ଚାହୁଁ ଚାହୁଁ କ୍ଷଣକ ମଧ୍ୟରେ ଘଟିଯାଇଛି ଏତେ ବଡ଼ ଅଘଟଣ । ଆଉ…

ଚଣ୍ଡିଖୋଲ ମହାବିନାୟକ ପୀଠରେ ମହାଶିବରାତ୍ରୀର ରହିଛି ଖାସ୍ ବିଶେଷତ୍ୱ , ଏଠି ଉଜାଗର ରୁହନ୍ତି ପଞ୍ଚଦେବତା

ଯାଜପୁର(କେନ୍ୟୁଜ): ଆଜି ମହାଶିବରାତ୍ରୀ । ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ସଜେଇ ହୋଇଛି  ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର…

ଆଜି ମହାଶିବରାତ୍ରି: କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା

ଭୁବନେଶ୍ବର: ଆଜି ମହାଶିବରାତ୍ରି । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀଲିଙ୍ଗରାଜଙ୍କ ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠରେ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ…