Browsing Tag

mahima gadi

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ମହିମା ଗାଦିରେ ଲାଗି ହୋଇଛି ବର୍ଷର ପ୍ରଥମ ନବାନ୍ନ ଭୋଗ

ମହିମା ଧର୍ମ ଏକ କୃଷି ଭିତ୍ତିକ ଧର୍ମ। ଭ୍ରାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ମହିମା ଗୋସାଇଁଙ୍କୁ ପ୍ରଦାନ କରିବାର ପରମ୍ପରା ରହିଛି। ତେଣୁ ଚଳିତ ବର୍ଷ ମଧ୍ୟ ପ୍ରଥମ ଶସ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ପ୍ରଦାନ କରାଯାଇଛି। । ଭୋର ସମୟରେ ଯୋରନ୍ଦା…

ମହିମାଧର୍ମୀ ମୋହନ ଚରଣ ବାବାଙ୍କର ମହାପ୍ରୟାଣ, ବୁଗୁଡା ଘୁମୁଷର ତପପୂର୍ଣ୍ଣ ମହିମା ଆଶ୍ରମରେ କଲେ ଦେହତ୍ୟାଗ

ଗଞ୍ଜାମ(କେନ୍ୟୁଜ୍):  ମୋହନ ଚରଣ ବାବା ମହୋଦୟଙ୍କର ମହାପ୍ରୟାଣ । ମହିମା ଧର୍ମରେ ଦୀକ୍ଷିତ ମୋହନ ଚରଣ ବାଲ୍ୟ ଅବସ୍ଥାରୁ ଏହି ପଥର ଅନୁଗାମୀ ହୋଇଥିଲେ । ଗତ ୪ ତାରିଖ ଦିନ ପ୍ରାତଃ ୪,୨୨ ମିନିଟରେ ପରମଧାମ ପ୍ରାପ୍ତି ହେଲେ ।ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଘୁମୁଷର ବରଡପଲ୍ଲୀ ମହିମା ଆଶ୍ରମ…

ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ପରଲୋକ

ଆଠଗଡ(କେ ନ୍ୟୁଜ): ପ୍ରସିଦ୍ଧ ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ଯୋବ୍ରା ସ୍ଥିତ ଆଶ୍ରମରେ ଦେହତ୍ୟାଗ କରିଛନ୍ତି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତକାଲି ସଂଧ୍ୟାରେ କଟକ ଯୋବ୍ରା ନିକଟରେ ମହିମା ଆଶ୍ରମ ପରିସରରେ…