ନିର୍ମାଣ ହୋଇଛି ମନ ଲାଖିଲା ପରି ପାର୍କ, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ସୌନ୍ଦର୍ଯ୍ୟତା
ଘୋଡ଼ାହାଡ଼ ଡ୍ୟାମ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ଏକ ସୁନ୍ଦର ପାର୍କ । ଯିଏ ପାର୍କ ଭିତରକୁ ପଶି ଆସୁଛି ସୌନ୍ଦର୍ଯ୍ୟତା ଦେଖି ହଜି ଯାଉଛି । ବୟସ୍କ, ଯୁବକ, ଶିଶୁ ସମସ୍ତଙ୍କ ମନ ମୋହିଲା ପରି ପାର୍କ ହୋଇଛି । କିନ୍ତୁ ଉଦଘାଟନ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହାର…