Browsing Tag

major-cyclone-coming

ଆସୁଛି ବଡ଼ ବାତ୍ୟା, ୩୬ ଘଣ୍ଟା ଭିତରେ ତାମିଲନାଡୁ ଉପକୂଳ ଛୁଇଁବ

ନୂଆଦିଲ୍ଲୀ : ଆସୁଛି ବଡ଼ ବାତ୍ୟା । ଯାହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ତାମିଲନାଡୁ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ ସତର୍କ ମଧ୍ୟ କରାଇ ଦେଇଛି । ଭାରତ ମହାସାଗର ଏବଂ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ଏହି ବାତ୍ୟା ଘନୀଭୂତ ହୋଇଛି । ପରବର୍ତ୍ତୀ ସମୟରେ…