Browsing Tag

makara sankranti celebrate

ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର , ଦିଅଁଙ୍କୁ ଲାଗି ହେଉଛି ମକର ଚାଉଳ

ପୁରୀ(କେନ୍ୟୁଜ୍) : ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଦିଅଁଙ୍କୁ ଲାଗି ହେଉଛି ମକର ଚାଉଳ । ମନ୍ଦିରରେ ଗହଳି ଲାଗି ରହିଛି । ଘରେ ଘରେ ପିଠା ପଣାର ମହକ । ସେହିପରି ଆଜିଠୁ ସୂର‌୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି । ସୂର‌୍ୟ୍ୟଙ୍କ ଗତି ଉତ୍ତରାୟଣ ହେବାରୁ ଥଣ୍ଡା କମିବ ।…